ଅମାନିଆ ପ୍ରେମ - Blogs by Sangram Keshari Senapati

Tuesday 23 June 2015

ଅମାନିଆ ପ୍ରେମ

ଅନାମିକା ନାୟିକା ଟେ ଥରେ ହେଲା ମୋ ପ୍ରେମିକା,
ଗୁପ୍ତଚର ଲଗେଇ ଠିକଣା ତା ଆଣିଲି ଦେଇ କିଛି ଟଙ୍କା।

ହେଲା ଦୁର୍ଗାପୂଜା ଛୁଟି chat କଲି facebookରେ,
କଲେଜ ରେ ଦେଖାହେଲା ପରେ ପଛକୁ ବୁଲିକି ହସିଲା ଥରେ।

ଯେବେ ହୁଏ ଦେଖା ମୁରୁକି ହସି ଯାଏ ସେ ଚାଲି,

ଧିରେ ଧିରେ ତା ପାଇଁ ପ୍ରେମରେ ପାଗଳ ମୁଁ ହେଲି।

ଭୂଲି ମୁଁ ପାରିନି ପ୍ରଥମ ଆଳାପ IDBI ବ୍ୟାଙ୍କରେ,
ବେଳେ ବେଳେ କଥା ହେଲି ପୁଣି college librery ରେ।

ତା ସହ କଥା ହେବା ପାଇଁ ଥରେ ଖୋଜୁଥାଏ ମୁଁ ବାହାନା,
ସାମ୍ନାକୁ ଆସିଗଲେ ଥରେ ମୋର କିଛି ମନେ ଯେ ପଡ଼େନା।

ତଥାପି ସାହାସ କରି ଥରେ କଥା ହେବାକୁ ମନ ବଳେଇଲି,
ସାମ୍ନାରେ ପହ୍ଞ୍ଚିଲା ବେଳକୁ ସବୁ କଥା ପୁଣି ଥରେ ଭୁଲିଗଲି।

ସେଦିନ college ବସ୍ରେ ବସିଲା ମୋ ପଛ seat ରେ,
ଭାବିଲି ଆଜି କହିଦେବି ସବୁ କଥା ଅଛି ଯାହା ମୋ ଭିତରେ।

ହଠାତ୍ ତା’ର mobile ଫୋନକୁ ଗୋଟେ call ଆସିଲା,
ଆଳାପରୁ ଜାଣିଲି ସେ ତା’ ପ୍ରେମିକ ବହୁତ ପଇସା ବାଲା।

କାଚରେ ତିଆରି ଗ୍ଲାସ୍ ପରି ଗରିବ ହୃଦୟ ଟା ଭାଙ୍ଗିଲା ମୋର,
ନିଷ୍ପତି ନେଲି କେବେ କାହାକୁ ଭଲ ପାଇବିନି single ରହିବା ବେଟର।



________________________________End ________________________________



Love is the only thing, which is not anyone's control. Love remains like as it is. It started from the very beginning of this world. Love has the capacity to change everything. 

I had written this poem for a one-side lover and his heartbreak. How he saw the girl and fallen for her. He followed her and then finally get to know about her. He dreamed about her and about their love. But finally when he knew about her relationship with someone else and decided to be like that as he is. Yes, one-side love has more power and it could make someone more efficient.



No comments:

Post a Comment